pakka

ଖପ୍ରାଖୋଲରେ ବ୍ରହ୍ମକୁମାରୀ ଈଶ୍ଵରୀୟବିଦ୍ୟାଳୟ ତରଫରୁ ରକ୍ଷା ବନ୍ଧନ ଉତ୍ସବ : ଯବାନକୁ ବାନ୍ଧିଲେ ରାକ୍ଷୀ

bbehera

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକର ବିଭିନ୍ନ ଗାଁରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିରମାନଙ୍କରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଥିବା ବେଳେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ପୋଲିସ ଏବଂ ସିଆରପିଏଫ ଯବାନଙ୍କ ସହ ରକ୍ଷା ବନ୍ଧନ ପାଳନ କରିଥିଲେ । ହରିଶଙ୍କର ସିଆରପିଏଫ ଏ.ସି ସତ୍ୟବୀର ସିଂହ ସମେତ ଯବାନମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବନମାଲ ଶାଖାର ବ୍ରହ୍ମ କୁମାରୀ ଲକ୍ଷ୍ମୀ ଭଉଣୀ, ସବିତା ଭଉଣୀ, ଶ୍ୟାମ ଭାଇ, ଉମାକାନ୍ତ ଭାଇ, ବିଜୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

fifteen + seventeen =