ଦୁର୍ଘଟଣା ସମ୍ମୁଖୀନ ହୋଇ ପାଣି ଭିତରକୁ ପଶିଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଚାଳକ

ସୁନ୍ଦରଗଡ : ଦୁର୍ଘଟଣା ସମ୍ମୁଖୀନ ହୋଇ ପାଣି ଭିତରକୁ ପଶିଗଲା ଟ୍ରକ । ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ ଚାଳକ ବୋଲି ଖବର ମିଳିଛି । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ନିକଟସ୍ଥ କେନ୍ଦୁଡିକଟାରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ପୋଖରୀ ପାଣି ଭିତରକୁ ପଶିଯାଇଛି । ଚାଳକକୁ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.