ପୁଣି ୯ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଲା ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘ

ପାରାଦୀପ : ପାରାଦୀପ ଏର୍‌ସମା ଶିଳ୍ପାଂଚଳ ଶ୍ରମିକ ସଂଘ ପୁଣି ୯ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଳାଇଛି । ତୈଳ ବିଶୋଧନାଗାର ଫାଟକ ସମ୍ମୁଖରେ ସଂଘର ଶ୍ରମିକମାନେ ନାରା ବାଜି କରି ଆନ୍ଦୋଳନ ଜାରି ରଖିଛନ୍ତି । ତୈଳ ବିଶୋଧନାଗାରରେ କାମ କରୁଥିବା ଶ୍ରମିକମାନଙ୍କର ମୁଖ୍ୟ ସମସ୍ୟା ଉପରେ ଧ୍ୟାନ ଦିଆ ଯାଉନଥିବା, ପ୍ରତି ମାସର ୭ ତାରଖରେ ଦରମା ପ୍ରଦାନ ଏବଂ ବେଆଇନ ଭାବେ ଶ୍ରମିକ ଛଟେଇ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି କରିବା ଭଳି ଅନେକ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଳାଇଛନ୍ତି ବୋଲି ଶ୍ରମିକମାନେ ବୋଲି କୁହାଯାଇଛି ।

Leave A Reply

Your email address will not be published.