jayashree

ରାଜେନ୍ଦ୍ର କଲେଜ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳରେ ଟପ୍ପର ହେଲେ ସଂଗ୍ରାମ ବିଶ୍ୱାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର କଲେଜ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳରେ ଟପ୍ପର ହେଲେ ସଂଗ୍ରାମ ବିଶ୍ୱାଲ । ସମୁଦାୟ ୬୦୦ ମାର୍କରୁ ୫୪୩ ମାର୍କ ଆଣି ରାଜେନ୍ଦ୍ର କଲେଜର ବିଜ୍ଞାନ ବିଭାଗର ସମସ୍ତ ପରୀକ୍ଷାର୍ଥୀଙ୍କଠାରୁ ଉର୍ଦ୍ଧରେ ରହିଛନ୍ତି । ଏହି ସଫଳତା ପାଇଁ ସେ ତାଙ୍କ ଅଧ୍ୟାପକ ଅଧ୍ୟାପିକା, ବାପା ଟିକେଲାଲ ବିଶ୍ୱାଲ, ମା ପୁଷ୍ପାଞ୍ଜଳି ବିଶ୍ୱାଲ, ବଡ ଭଉଣୀ ଶ୍ରାବଣୀ ବିଶ୍ୱାଲ ଓ ନିଜ ମାମୁଁଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.