ତହସିଲ କର୍ମଚାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଲୁଟେରା

ଖୋର୍ଦ୍ଧା : ବେଗୁନିଆ ପୋଷ୍ଟ ଅଫିସ କୁସୁପଲ୍ଳା ତହସିଲ କର୍ମଚାରୀ ରମେଶ ଦଳେଇଙ୍କ ଘରେ ୪ରୁ ୫ ଜଣ ମୁଖା ପିନ୍ଧା ଯୁବକ ଘରେ ପଶି ରମେଶଙ୍କ ସ୍ତ୍ରୀକୁ ଡରେଇବା ସହ ହାତଗୋଡ ବାନ୍ଧି କୋଠରୀ ଭିତରେ ବନ୍ଦ କରିଦେଇଥିଲେ । ପରେ ଦୁବୃର୍ତ୍ତ ମାନେ ସୁନା ଲୁଟି ନେବାବେଳେ ଘରକୁ ଟିଉସନ କରିବାକୁ ଆସିଥିବା ଶିକ୍ଷକ ଏହାକୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.

5 × four =