pakka

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନେଲେ କୋଭିଡ ଟୀକା

bbehera

ନୂଆଦି‌ଲ୍ଲୀ : ଆଜି କୋଭିଡ ଟୀକାର ପ୍ରଥମ ଡୋଜ ନେଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ କୋଭିସିଲ୍ଡ ଟୀକାର ପ୍ରଥମ ଡୋଜ ନେଇଥିବା ଜଣାପଡିଛି । କେଜ୍ରିୱାଲଙ୍କ ସହିତ ତାଙ୍କ ବାପା ଓ ମା’ ବି ଟୀକା ନେଇଛନ୍ତି ।

jay balangir
Leave A Reply

Your email address will not be published.

four × four =