ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ପରିବାରମାନେ ସ୍ଥାନାନ୍ତରିତ ହୋଇଥିବା ସ୍ଥାନରେ ଟ୍ୟୁବୱେଲ ସ୍ଥାପନ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ପରିବାରମାନେ ସ୍ଥାନାନ୍ତରିତ ହୋଇଥିବା ସ୍ଥାନଗୁଡିକରେ ଟ୍ୟୁବୱେଲଗୁଡିକ ସ୍ଥାପନ ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏଥିପାଇଁ ଏହି ବିସ୍ଥାପିତ ପରିବାରମାନେ ଖୁସିବ୍ୟକ୍ତ କରିବା ସହ ଜିଲ୍ଲାପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

18 + eight =