pakka

୨ ନକଲି ସ୍ପେସାଲ ସ୍କ୍ବାର୍ଡ୍‌ କର୍ମଚାରୀ ଧରାପଡ଼ିଲେ ପୋଲିସ ହାତରେ

bbehera

ଭୁବନେଶ୍ୱର : ୨ ନକଲି ସ୍ପେସାଲ ସ୍କ୍ବାର୍ଡ୍‌ କର୍ମଚାରୀ ପୋଲିସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ଘଟଣାଟି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ପାଲଯିଛି । ସ୍ପେସାଲ ସ୍କ୍ବାର୍ଡ୍‌ କର୍ମଚାରୀ ବେଶରେ ଲୋକଙ୍କୁ ଧମକ ଦେଇ ଠକୁଥିବା ଏହି ଦୁଇ ଠକ ହେଲେ ସହିଦନଗର ଅଞ୍ଚଳର ଜ୍ଞାନ ରଂଜନ ମହାନ୍ତି(୬୦) ଓ ନୂଆପଲ୍ଲୀ ଅଞ୍ଚଳର କାହ୍ନୁଚରଣ ସାହୁ(୫୮) ବୋଲି ଜଣାପଡ଼ିଛି । ପୁଲିସ ସେମାନଙ୍କଠାରୁ ଗୋଟିଏ ବାଇକ୍‌ ଜବତ କରିଛି । ଲିଙ୍ଗରାଜ ଥାନା ପୁଲିସ ଓ ସ୍ପେସାଲ୍‌ ସ୍କ୍ବାର୍ଡ୍‌ ମିଳିତ ଭାବେ ଚଢ଼ଉ ଏହି ଦୁଇ ଠକଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

5 × 5 =