centurian jitm

ସୌମ୍ୟ ସେବା ଫାଉଣ୍ଡସନ ଦ୍ୱାରା ବୃକ୍ଷ ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସୌମ୍ୟ ସେବା ଫାଉଣ୍ଡସନ ଦ୍ୱାରା ଯୁବ ସମାଜସେବୀ ରଘୁନାଥ ନାୟକଙ୍କ ପ୍ରଚେଷ୍ଟା ବଳରେ ଲୋଇସିଂହା ବ୍ଲକର ଭାଲୁପାଲି ଗ୍ରାମରେ ବୃକ୍ଷ ରଥରେ ଦେଶାତ୍ମବୋଧକ ବାଦ୍ୟ ଯନ୍ତ୍ରରେ ଗ୍ରାମ ପରିକ୍ରମା କରିଥିଲେ ଓ ଗ୍ରାମର ମହିଳାମାନେ ଧୂପ ଦୀପ ଜାଳି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଜି ଗ୍ରାମବାସୀଙ୍କୁ ନିଜସ୍ୱ ଖର୍ଚ୍ଚରେ ୫୦୦ଟି ଫଳମୂଳ ଗଛ ବଣ୍ଟନ କରିଛନ୍ତି ଓ ଲୋକଙ୍କୁ ଗଛ ସୁରକ୍ଷାର ଉପକାରିତା ଓ ଜଙ୍ଗଲ ନଷ୍ଟ ନ କରିବା ପାଇଁ ଅନୁରୋଧ କରିଥିଲେ ଓ ତାଙ୍କୁ ସହଯୋଗ କରିଥିଲେ ପ୍ରକୃତି ପ୍ରେମୀ ଗୋପାଳ ହୋତା ।

Leave A Reply

Your email address will not be published.