କଂଗ୍ରେସ୍ ପକ୍ଷରୁ ବାଇକ୍ ଶୋଭାଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜୋର୍ ଧରୁଛି ପ୍ରଚାର । ମ.ରାମପୁର ଠାରେ କଂଗ୍ରେସ ଦଳ ପକ୍ଷରୁ ପଞ୍ଚାୟତ ସଭାପତି ଦିଲ୍ଲୀପ ମହାଖୁଡଙ୍କ ନେତୃତ୍ୱରେ ଏକ ବାଇକ୍ ଶୋଭାଯାତ୍ରା ପ୍ରତି ଗାଁକୁ ଯାଇ ଦଳର ପ୍ରାର୍ଥୀ ଭକ୍ତଚରଣ ଦାସଙ୍କ ପାଇଁ ପ୍ରଚାର କରିଥିଲେ । ଏଥିରେ ବରିଷ୍ଠ ନେତା ଚମରା ବଗର୍ତ୍ତୀ, ଯଶୋଦା ନାଗ, ବାବୁଲା ନାଏକଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 − 12 =