pakka

ଯବାନ ପ୍ରକାଶ ବେହେରାଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

bbehera

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନାଲିପଡା ଅର୍ଜୁନପୁର ଗ୍ରାମଠାରେ ବିଏସଏଫ୍ ଯବାନ ପ୍ରକାଶ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ବିଜେଡି ଜିଲ୍ଲା ସଭାପାତି ବିଭୁତି ଭୂଷଣ ବଳବନ୍ତରାୟ, ମୃତକ ପ୍ରକାଶ ମା’ ଦେବକୀ ବେହେରା, ବାପା କାହ୍ନୁ ଚରଣ ବେହେରା, ସରପଞ୍ଚ ସୁର୍ଯ୍ୟ ପ୍ରସାଦ ମହାନ୍ତି, ପୂର୍ବତନ ସରପଞ୍ଚ ଦେବ ସତ୍ଵ ଗୋପାଳକୃଷ୍ଣ, ଅଶ୍ୱନି କୁମାର ବରାଳ ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ବେହେରାଙ୍କ ସ୍ମୃତିରେ ଏକ ବୃକ୍ଷ ରୋପଣ କରାଯାଇଛି ।

jay balangir
Leave A Reply

Your email address will not be published.

13 + five =