oom

କଳାହାଣ୍ଡିରେ କୋଶଲ ନିୟୁଜ୍‌ର ଶୁଭାରମ୍ଭ

jsmm

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡିର ପ୍ରସିଦ୍ଧ ସପ୍ତମାତୃକା ଶୈବ ପୀଠ ବେଲଖଣ୍ଡିରେ ପବିତ୍ର କାର୍ତିକ ପୁର୍ଣିମା ଦିନ କୋଶଲ ନିୟୁଜ୍‌ ପ୍ରୋର୍ଟାଲର ଶୁଭାରମ୍ଭ ହେଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳର କାର୍ୟ୍ୟକାରୀ ସଭାପତି ଅବିନାଶ ଠାକୁର, ସମ୍ମାନିତ ଅତିଥି ଭାବେ ସମାଜସେବୀ ମନୋଜ ପଟ୍ଟନାୟକ, ବିଜୁ ଛାତ୍ର ଜନତାର ଜିଲ୍ଲା ସଭାପତି ଅଜିତ କୁମାର ସାହୁ, ସ୍ବେଛାସେବୀ ସିନୁ ବେହେରା ଏବଂ ସାମ୍ବାଦିକ ରୋହିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କରୋନା ମହାମାରୀକୁ ଆଖି ଆଗରେ ରଖି ସମସ୍ତେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିଥିଲେ। ଶେଷରେ ଚେନାଲର ମୁଖ୍ୟ ପରିଚାଳକ ବୁଦ୍ଧେଶ୍ୱର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.