jayashree

ଲୋଇସିଂହାରେ ବନ୍ଦ ପାଳନ ସଂପୂର୍ଣ୍ଣ ସଫଳ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାରେ ଇଣ୍ଡି ମେଣ୍ଟ ପକ୍ଷରୁ ଆହୁତ ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ ହୋଇଛି । ସ୍କୁଲ, କଲେଜ, ବ୍ୟାଙ୍କ୍ ସମେତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହିତ ଯାନବାହାନ ଚଳାଚଳ ବ୍ୟାହତ ରହିଥିଲା । ବ୍ଲକ କଂଗ୍ରେସ ତରଫରୁ ବିଭିନ୍ନ ସ୍ଥାନରେ ପିକେଟିଂ ପୂର୍ବକ ଦୋକାନ ବଜାର ବନ୍ଦ କରାଯାଇଥିଲା । ସ୍ଥାନୀୟ ଷ୍ଟାଡିୟମ୍ ସମ୍ମୁଖ ଜାତୀୟ ରାଜପଥ ଉପରେ ଅବରୋଧ କରାଯାଇଥିବା ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.