pakka

ଶାନ୍ତିପଡାରୁ ୬ ଫୁଟ୍‌ ଲମ୍ବର ଢମଣା ସାପ ଉଦ୍ଧାର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡାର ଶଶି ଶେଖର ଘିବେଲାଙ୍କ ଘରୁ ଏକ ୬ ଫୁଟ ଲମ୍ବର ଢମଣା ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଶଶି ଶେଖର ତାଙ୍କ ଶୋଇବା ଘରେ ଏକ ସାପ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜ ବାରିକଙ୍କୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳୀ ଦେବରାଜ ଶଶି ଶେଖରଙ୍କ ଘରୁ ଏକ ୬ ଫୁଟ ଲମ୍ବର ଢମଣା ସାପ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିବା ସେ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

fifteen − nine =