csstore

ଓଡ଼ିଶା ଇତିହାସ କଂଗ୍ରେସ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନିତ ହେଲେ ଐତିହାସିକ ଶଶାଙ୍କ ଶେଖର ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଇତିହାସ କଂଗ୍ରେସ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା ‘UNSUNG FREEDOM FIGHTER OF ODISHA’ ଉପରେ ଦୁଇ ଦିନିଆ ଜାତୀୟ ସେମିନାର ଅବସରରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଐତିହାସିକ ଭାବରେ ସମ୍ମାନିତ ହୋଇଛନ୍ତି ବିଶିଷ୍ଠ କବି, ଲେଖକ, ସାହିତ୍ୟିକ, ସଂସ୍କୃତି ଗବେଷକ ତଥା ଐତିହାସିକ ଶଶାଙ୍କ ଶେଖର ପଣ୍ଡା । ଏହି ଉତ୍ସବରେ ଓଡ଼ିଶା ଓପନ୍ ୟୁନିଭରସିଟିର ପ୍ରଫେସର ଅର୍କା ଦାସ ମହାପାତ୍ର, ଡକ୍ଟର ନାଗରାଜୁ, ଭିସି, ଜିଏମ୍‌ୟୁ ଏବଂ ପ୍ରଫେସର ହରିହର ପଣ୍ଡା, ଓଡ଼ିଶା ଇତିହାସ କଂଗ୍ରେସ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.