ବାରବାଟୀରେ ଅସହ୍ୟ ଗୁଳୁଗୁଳି ସମ୍ଭାବନା

କଟକ : ଆଗି ସନ୍ଧ୍ୟା ୭ଟାରୁ ବାରବାଟୀରେ ଆରମ୍ଭ ହେବ ମ୍ୟାଚ୍‌ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଅପରାହ୍ନରୁ କଟକ ସହରର ପାଗ ଆଶିଂକ ମେଘୁଆ ରହିବ । ଦିନର ତାପମାତ୍ରା ସର୍ବାଧିକ ୩୩ରୁ ୩୪ ଡିଗ୍ରୀ ସେଲସିୟସ୍‌ ରହିପାରେ । ସନ୍ଧ୍ୟାରେ ବର୍ଷା ହୋଇ ନପାରେ । ମାତ୍ର ଘଡ଼ଘଡ଼ି ସହ ଅସରାଏ ବର୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । କିନ୍ତୁ ଅସହ୍ୟ ଗୁଳୁଗୁଳି ହେବାର ପୂର୍ବାନୁମାନ କରାଯାଉଛି ।

Leave A Reply

Your email address will not be published.

1 × 3 =

error: Content is protected !!