ରମ୍ଭା ଚନ୍ଦନର ସୋଲ ଶଗଡ଼ ଶୁଭାରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗତ ଦୁଇବର୍ଷ ଧରି କରୋନା କଟକଣା ଚାଲୁ ରହିଥବା ବେଳେ ବିଧିବିଧାନକୁ ଭିତ୍ତି କରି ରମ୍ଭା ଚନ୍ଦନ ଯାତ୍ରା ଚାଲୁ ରହିଥିଲା । ଚଳିତ ବର୍ଷ କରୋନା କଟକଣାର ନୀତି ନିୟମ କୋହଳ ହେବା ପରେ ଉତ୍ସାହ ଉଦ୍ଦୀପନା ସହ ବାସିନ୍ଦା ଅଣ୍ଟାଭିଡି ଘଣ୍ଟ, କାହାଳି, ମାର୍ଦ୍ଦଲ ମାଧ୍ୟମରେ ସୋଲ ଶଗଡ଼ର ପାରମ୍ପରିକ ପ୍ରଥା ଅନୁସାରେ ଆରମ୍ଭ ହୋଇଛି । ଏଥିସହ ଥଣ୍ଡା ଗରମକୁ ବୃକ୍ଷେପ ନ କରି ଯାକଯକମରେ ଯେପରି ପାଳନ କରାଯିବ ଶାନ୍ତି କମିଟିର ଏହା ପ୍ରଥମ ପ୍ରୟାସ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.

6 + 20 =

error: Content is protected !!