pakka

ସ୍ଵର୍ଗତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ ଦିବସ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଵର୍ଗତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ ଦିବସ ଉପଲକ୍ଷେ ୩୫ ନମ୍ବର କର୍ପୋରେଟର ରଞ୍ଜୁଲତାଙ୍କ ସଫେଇ କାର୍ଯ୍ୟକ୍ରମ ମାଳି କଲୋନୀଠାରେ ଅନୁଷ୍ଠିତ ହୋଇଯାଇଛି । ମାଳି କଲୋନୀର ବହୁ ମହିଳା ପୁରୁଷ ଯୋଗଦେଇ ବିଜୁଙ୍କ ଗୁଣଗାନ କରିଥିଲେ ଓ ବସ୍ତିକୁ ସଫେଇ କରିଥିଲେ । ସନ୍ଧ୍ୟାରେ ଦୀପଦାନ ଅନୁଷ୍ଠିତ ହେବ ।

jay balangir
Leave A Reply

Your email address will not be published.

1 × 1 =