pakka

ଗଂଦିଆ ବ୍ଲକ ଅଧକ୍ଷା ହେଲେ ବିଜେଡି ପ୍ରାର୍ଥନୀ ରୀନାରାଣୀ ଖଟୁଆ

bbehera

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅଧ୍ୟକ୍ଷା ଭାବେ ରୀନା ରାଣୀ ଖଟୁଆ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ମନ୍ଦାର ପଞ୍ଚାୟତର ବିଜେଡି ସମର୍ଥିତ ସମିତି ସଭ୍ୟା ରୀନାରାଣୀ ଖଟୁଆ ଏକ ମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସୁଧୀର କୁମାର ସାମଲଙ୍କ ନେତୃତ୍ୱରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଥିଲା ।

jay balangir
Leave A Reply

Your email address will not be published.

two × 5 =