ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ପବିତ୍ର ଅକ୍ଷୟ ତୃତୀୟାରେ ପୂରୀରେ ଅନୁକୂଳ ହୋଇଛି ରଥ ନିର୍ମାଣ କାର୍ୟ୍ୟ । ଆଜ୍ଞାମାଳ ବିଜେ ହେବା ପରେ ପାରମ୍ପରିକ ରୀତିରେ ପୂଜାକର୍ମ ସମ୍ପନ୍ନ ସହ ଆରମ୍ଭ ହୋଇଛି ପବିତ୍ର ରଥ ନିର୍ମାଣ ଅନୁକୂଳ କାର୍ୟ୍ୟ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

4 × three =