ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ସହ ବାଇକ୍ ରାଲି

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରୁ ଆଜି ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ସହ ବାଇକ୍ ରାଲି ଅନୁଷ୍ଟିତ ହୋଇଯାଇଛି । ଏହି ରାଲି କୁଇବାହାଲ ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ କର୍ମଚାରୀ, ଏଇ, ଏପିଓ, ଜିପିଓ, ଇଓ ଏବଂ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ବାଇକ୍ ରାଲି କରିଥିଲେ ।

Leave A Reply

Your email address will not be published.