pakka

ଟ୍ରଲି ଧକ୍କା ଦେବାରୁ ଛଅଜଣଙ୍କ ପ୍ରାଣହାନି

bbehera

ଭୋପାଳ : ମଧ୍ୟପ୍ରଦେଶରେ ଏକ ଦୁଃଖଦ ଘଟଣା କ୍ରମେ ରାଇସେନ୍ ଜିଲ୍ଲାରେ ଛଅଜଣଙ୍କର ପ୍ରାଣହାନି ଘଟିଥିବା ସୂମୂା ମିଳିଛି । ଏକ ବାହାଘର ଶୋଭାଯାତ୍ରାରେ ଟ୍ରଲି ଧକ୍କା ଦେବା ଫଳରେ ଛଅଜଣ ପ୍ରାଣ ହରାଇଛନ୍ତି । ରାଇସେନ୍ ଜିଲ୍ଲାପାଳ ଅରବିନ୍ଦ କୁମାର ଦୁବେ ଏହି ଅଭାବନୀୟ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ଏହି ଘଟଣା ପରେ କର୍ତ୍ତୃପକ୍ଷ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଆହତମାନଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.

four + 2 =