jsm

ପ୍ରଶାସନ ପକ୍ଷରୁ ପେଟ୍ରୋଲ ପମ୍ପ ସିଲ୍‌

csstore

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ମଦନ ଜାଲ ଛକ ପାଖରେ ଥିବା ସ୍ନେହା ପେଟ୍ରୋଲ ପମ୍ପକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ନିର୍ମାଣ ହେବାକୁ ଥିବା ଶିଶୁ ଉଦ୍ୟାନ ଜମିର ୫୦ ଡେସିମିଲ ଜମି ଜବରଦଖଲ ହୋଇଥିବା ଅଭିଯୋଗରେ ଉପଜିଲ୍ଲାପାଳ ମନୋଜ ସତ୍ୟୱାନ ଡିମାରକେସନ ପାଇଁ ଯାଇଥିବା ବେଳେ ଏହି ପେଟ୍ରୋଲ ପମ୍ପ ଉଦ୍ଦିଷ୍ଟ ଜମିକୁ କିଛିକାଂଶରେ ମାଡ଼ି ଆସିଥିବା ଦେଖିବା ପରେ ପେଟ୍ରୋଲ ପମ୍ପକୁ ସିଲ୍‌ କରିଥିବା ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.