ଝଲପ ଗ୍ରାମ ପଞ୍ଚାୟତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବୋଙ୍ଗମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ଗ୍ରାମ ପଞ୍ଚାୟତ ବିଦ୍ୟାଳୟକୁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ପରିଦର୍ଶନ କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ପାଠ ପଢାଇଥିବା ନେଇ ଦେଖିବାକୁ ମିଳିଛି । ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟକଳାପକୁ ଦେଖି ମଧ୍ୟ ସେ ଖୁସି ହୋଇଥିବା କହିଛନ୍ତି ।

Leave A Reply

Your email address will not be published.

error: Content is protected !!