ନିଃସନ୍ତାନ ଦମ୍ପତ୍ତିଙ୍କ ପାଇଁ ନିଶୁଳ୍କ ପରାମର୍ଶ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାରୱାଡି ସେବା ସଦନଠାରେ ନିଃସନ୍ତାନ ଦମ୍ପତ୍ତିଙ୍କ ପାଇଁ ନିଶୁଳ୍କ ପରାମର୍ଶ ଶିବିର ସଚେତନ ମହିଳା ମଞ୍ଚ ଓ ସୌମ୍ୟ ସେବା ଫାଉଣ୍ଡେସନ୍‌ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ବରିଷ୍ଠ ସ୍ତ୍ରୀ ରୋଗୀ ଓ ପ୍ରସୂତୀ ବିଶେଷଜ୍ଞ ଡା ପ୍ୟାରୀଲାଲ୍ ତ୍ରିପାଠୀ ଓ ଡା ଶକ୍ତି ତ୍ରିପାଠୀଙ୍କ ସହଯୋଗରେ ରୋଗୀଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ଶିବିରକୁ ୧୨୦ ଜଣ ରୋଗୀ ପରାମର୍ଶ ପାଇଁ ଆସିଥିଲେ ।

Leave A Reply

Your email address will not be published.

1 × three =