ଭୈରବୀ ଜୁନିୟର କଲେଜ ବରିଷ୍ଠ କିରାଣୀଙ୍କ କରୋନାରେ ମୃତ୍ୟୁ

ହରଭଙ୍ଗା, (ବଂଶୀଧର ମାଝୀ) : ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଜୁନିୟର କଲେଜର ବରିଷ୍ଠ କିରାଣୀ ଜିତେନ୍ଦ୍ରୀୟ ପ୍ରଧାନ(୫୯) କରୋନାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ବୌଦ୍ଧ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି । ସେ ଦୀର୍ଘ ୫ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କ ମୃତ୍ୟୁ ଖବର ଜଣାପଡିବାପରେ ବିଭି‌ନ୍ନ ମହଲରେ ଶୋକରଛାୟା ଖେଳିଯାଇଛି ।

Leave A Reply

Your email address will not be published.