pakka

ଟ୍ରେନ୍‌ରୁ ଯୁବକ ନିଖୋଜ

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ଆନ୍ଧ୍ରପ୍ରଦେଶରୁ ଟ୍ରେନ୍‌ରେ ଗାଁକୁ ଫେରୁଥିବା ସମୟରେ ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଲକ୍ଷ୍ମଣପୁର ଗାଁର ଯୁବକ ସଦେ ଘିଭେଲା(୨୦) ବାଟରୁ ନିଖୋଜ ହୋଇଥିବା ଜଣାପଡିଛିି । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ପରିବାର ଲୋକେ କହିଛନ୍ତି । ଏଥିପ୍ରତି ଜିଲ୍ଲା ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

20 − twelve =