pakka

୫ ଫୁଟ ୫ ଇଞ୍ଚର ନାଗସାପ ଉଦ୍ଧାର କଲେ ବିକି

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାପକୁ ଧରିବା ପାଇଁ ଲୋକେ ଭୟ କରୁଥିବା ବେଳେ ସାପ ବାହାରିଲେ ମନେ ପଡ଼ନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗାଁର ଯୁବକ ବିକି ଜି ନାଗ । ତେବେ ଆଜି ଶିଷକେଲା ଗାଁର ଭଗବାନ ସାହୁଙ୍କ ଘରରୁ ନାଗସାପ ବାହାରିଥିଲା । ସାପ ଧରାଳି ବିକିଙ୍କୁ ଖବର ଦେବା ପରେ ଘଟଣାସ୍ଥାନରେ ପହଁଚି ୫ ଫୁଟ ୫ ଇଞ୍ଚର ନାଗସାପକୁ ଉଦ୍ଧାର କରି ସ୍ଥାନୀୟ ବେଲଗାଁ ଜଙ୍ଗଲରେ ବନବିଭାଗର କର୍ମଚାରୀ ମାନଙ୍କ ଉପସ୍ଥିତିରେ ଛାଡି ଦେଇଥିବା ପ୍ରକାଶ କରିଛନ୍ତି ବିକି ।

Leave A Reply

Your email address will not be published.

17 − 10 =