କନ୍ଦକେଲଗାଁ ରେଲୱେ ଲାଇନ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଦକେଲଗାଁ ରେଲୱେ ରାଇନ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହକୁ ଉଦ୍ଧାର କରିଛି ବଲାଙ୍ଗିର ଜିଆରପି ପୋଲିସ । ତେବେ ମୃତ୍ୟୁ ବ୍ୟକ୍ତିଙ୍କ ପରିଚୟ ମିଳିନ ଥିବା ବେଳେ ସ୍ଥାନୀୟ ଲୋକେ କହିବା ଅନୁଯାୟୀ ଏହି ବ୍ୟକ୍ତି ଜଣକ ମାନସିକ ବିକୃତ ବ୍ୟକ୍ତି ବୋଲି ଜଣାପଡିଛି । ତେବେ ବଲାଙ୍ଗିର ଜିଆରପି ପୁଲିସ ଏକ ମାମଲା ରୁଜୁ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

19 + 17 =

error: Content is protected !!