pr

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତିର ମହିଳାମାନେ

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମିଶନଶକ୍ତି ମହିଳାମାନେ । ମିଶନ ଶକ୍ତ ମହିଳା ମାନଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି, ମୁଁ ବହୁତ ଖୁସି ଯେ, ରାଜ୍ୟର ଲକ୍ଷ ଲକ୍ଷ ମହିଳା ମିଶନ ଶକ୍ତି ଜରିଆରେ ସ୍ୱାବଲମ୍ବୀ ହୋଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରୁଛନ୍ତି । ଭୁବନେଶ୍ୱରରେ ମିଶନ ଶକ୍ତିର ମା’ମାନଙ୍କ ସହିତ ସାକ୍ଷାତ ସମୟରେ ସେମାନଙ୍କ ସଫଳତାର କାହାଣୀ ବିଷୟରେ ଅବଗତ ହେବା ସହ ବିଭିନ୍ନ ମତାମତ ଗ୍ରହଣ କଲି ।

nrusinghnath
Leave A Reply

Your email address will not be published.