ଅର୍ଚ୍ଚନା ନାଗ ମାମଲା : ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଇଡିର ଖୋଳତାଡ଼

  • ଶ୍ରଦ୍ଧାଞ୍ଜଳି ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ ୧୦ ଲକ୍ଷ ଟଙ୍କାକୁ ନେଇ ଖୋଳତାଡ଼ ଆରମ୍ଭ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରଦ୍ଧାଞ୍ଜଳିଙ୍କ ବ୍ୟାଙ୍କ ଆକାଉଣ୍ଟ ଖାତାରେ ଡିପୋଜିଟ ୧୦ ଲକ୍ଷ ଟଙ୍କାକୁ ନେଇ ଖୋଳତାଡ଼ କରାଯାଇଛି । ଆକାଉଣ୍ଟରେ କିଏ ଓ କାହିଁକି ଏତେ ଟଙ୍କା ଡିପୋଜିଟ୍ କଲା ତାକୁ ନେଇ ତଦନ୍ତ ଚାଲିଛି । ବର୍ଷକ ଭିତରେ ୧୦ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିବା ନେଇ ସୂଚନା ମିଳିଛି । ଏହାକୁ ନେଇ ଇଡ଼ି ତଦନ୍ତ କରୁଛି ।

Leave A Reply

Your email address will not be published.

two + nine =