jsm

ଆଗଲପୁର ପୋଲିସ ଦ୍ଵାରା ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ

csstore

ଆଗଲପୁର, (ବିମଳେନ୍ଦୁ ସାହୁ) : ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଆଗଲପୁର ପୋଲିସ କେଶେଇପାଲି – ଉପରବାହଲ ଜଙ୍ଗଲ ଭିତରେ ଚଢଉ କରି ଦେଶୀ ରନ୍ଧାମଦ ତିଆରି ପାଇଁ ରଖାଯାଇଥିବା ବିପୁଳ ପରିମାଣର ମହୁଲ ପୋଚ଼ ଜବତ କରିବା ସହିତ ନଷ୍ଟ କରିଛି । ଆଗଲପୁର ଥାନା ଆଇଆଇସି ବାସୁଦେବ ଭୋଇଙ୍କ ନେତୃତ୍ୱରେ କନେଷ୍ଟବଳ ବନବିହାରୀ ପଟେଲ, ପୂଜାହାରି ନାଗ, ବେଣୁଧର ମହାଲିଙ୍ଗ, ଲବିନ ଧରୁଆ, ଦିନେଶ ଚନ୍ଦ୍ରକାର, ଲୋଚନ ଗଡତ୍ୟା ପ୍ରମୁଖ ଜଙ୍ଗଲ ମଧ୍ୟରେ ପ୍ରାୟ ୧୫ ଶହ ଲିଟର ମହୁଲ ପୋଚ ନଷ୍ଟ କରିଥିବା ଜଣାଯାଇଛି । ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନଥିବା ଥାନା ସୂତ୍ରରୁ ଜଣାଯାଇଛି ।

yuvodaya
Leave A Reply

Your email address will not be published.