om academy

ସମୁଦ୍ରକୂଳରେ କୋକଲି ପ୍ରଜାତିର କୁଢ଼ କୁଢ଼ ମାଛ ମଡ଼କ

ପୁରୀ : ପୁରୀ ସମୁଦ୍ରକୂଳରେ କୋକଲି ପ୍ରଜାତିର କୁଢ଼ କୁଢ଼ ମାଛ ମଡ଼କ ହୋଇଥିବା ଖବର ମିଳିଛି । ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ ଏଭଳି ମାଛ ମଡ଼କ ହୋଇଥିବା କିଛି ମତ ରଖିଛନ୍ତି । ଅନ୍ୟପକ୍ଷରେ ଏହି ଡିସ୍କୋ କୋକଲି ପ୍ରଜାତି ମାଛ ବର୍ତ୍ତର୍ମାନ ଲକଡାଉନ ସମୟରେ ରପ୍ତାନୀ ହୋଇପାରୁନଥିବାରୁ ମତ୍ସ୍ୟଜୀବୀ ଏହାକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.

nineteen − 16 =