pakka

ବଲାଙ୍ଗିର ପଞ୍ଚାୟତ ସମିତିଠାରେ ବ୍ଲକସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପଞ୍ଚାୟତ ସମିତିଠାରେ ବ୍ଲକସ୍ତରୀୟ ଲୋକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ବିଡ଼ିଓ ପ୍ରିତମ କୁମାର ତନ୍ତୀ, ଏ ବିଡ଼ିଓ ରମଦତ୍ତ ଭୋଇ, ଜିପିଓ ଦାମୋଦର ଦାସ ଓ ଖୁଜେନପାଲି ସମିତି ସଭ୍ୟା ସୂର୍ଯ୍ୟକାନ୍ତୀ ସାହୁ ପ୍ରମୁଖ ମଞ୍ଚରେ ମଞ୍ଚସୀନ ଥିଲେ । ଏଥିରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବିଭିନ୍ନ କଳାକାରମାନେ ଯୋଗଦାନ କରି ମଞ୍ଚରେ ଦର୍ଶକମାନଙ୍କ ସମ୍ମୁଖରେ ନିଜର କଳା ପ୍ରଦର୍ଶନ କରିଥିଲେ ।

jay balangir
Leave A Reply

Your email address will not be published.

twelve − 7 =

error: Content is protected !!