ମାଟ୍ରିକ ପରୀକ୍ଷାର ଖାତା ଦେଖା ଆଜିଠୁ ଆରମ୍ଭ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆଜିଠୁ ଆରମ୍ଭ ହୋଇଛି । ରାଜ୍ୟର ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା କାର୍ଯ୍ୟରେ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି ହୋଇଥିବା ବେଳେ ୧୪ ଦିନ ଧରି ଚାଲିବ ଏହି ଖାତା ଦେଖା । ଏଥର ରାଜ୍ୟରେ ୫ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

Leave A Reply

Your email address will not be published.

4 × five =