csstore

ମାଁ ମାହେଶ୍ୱରୀ ସେନା ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଏବଂ ରବିବାର ଦୁଇଦିନ ଧରି ସଟଡାଉନ୍‌ ଥିବା ବେଳେ ବଲାଙ୍ଗିରର ଭୀମ ଭୋଇ ମେଡିକାଲ୍ କଲେଜ୍ ହସପିଟାଲ ଠାରେ ସଟ୍‌ଡାଉନ୍‌ ଯୋଗୁଁ କୌଣସି ଦୋକାନ ବଜାର ଖୋଲୁ ନଥିବା ବେଳେ ମୁଠେ ଖାଇବାକୁ ନପାଇ ଅସୁବିଧାରେ ଥିବା ରୋଗୀମାନଙ୍କର ସମ୍ପର୍କୀୟ ମାନଙ୍କ ପାଇଁ ତଥା ନିରୀହ ଅସହାୟ ମାନଙ୍କ ପାଇଁ ଦିନ ବେଳା ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସଂଗଠନକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.