pakka

ଅଫିସ ଖୋଲି ବିଭିନ୍ନ ଯୁବକ ଯୁବତୀଙ୍କ ଠାରୁ ଚାକିରି କରାଇଦେବା ନାଁରେ ଠକୁ ଥିଲେ ଯୁବକ : ଗିରଫ କଲା ଝାରସୁଗୁଡ଼ା ପୋଲିସ

l2

ଝାରସୁଗୁଡ଼ା : ଏକ ମାସ ହେବ ଝାରସୁଗୁଡାରେ ଏକ ଅଫିସ ଖୋଲି ବିଭିନ୍ନ ଯୁବକ ଯୁବତୀଙ୍କ ଠାରୁ ଚାକିରି କରାଇଦେବା ନାଁରେ ଠକୁ ଥିଲେ ୨ ଜଣ ଯୁବକ । ପରେ ଏହାକୁ ନେଇ ଝାରସୁଗୁଡା ଟାଉନ ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଟାଟାରୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଝାରସୁଗୁଡାରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଉତ୍ତର ପ୍ରଦେଶର ବସନ୍ତ ଲାଲ ଓ ମହମ୍ମଦ ଆସଲମ୍ । ଅଭିଯୁକ୍ତଙ୍କଠାରୁ ପୁଲିସ ୨୦,୦୦୦ ଟଙ୍କା, ଫେକ୍ ଆଇଡିପ୍ରୁଭ୍, ଫେକ୍ ଅଫରଲେଟର ଓ ୪ ଟି ମୋବାଇଲ ଫୋନ ଜବତ କରିଛି ବୋଲି ସୂଚନା ଦେଇଛନ୍‌ନ୍ତି ଝାରସୁଗୁଡ଼ା ଏସ୍‌ପି ।

pp
Leave A Reply

Your email address will not be published.

3 + 13 =