ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁର ଥାନା କରାଡାମାଳି ଗାଁରେ ସରକାରୀ ଜମିକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଝଗଡା ହୋଇଛି । ଫଳରେ ଉଭୟ ପକ୍ଷରୁ ୮ ଜଣ ଗୁରୁତର ଆହତ ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଘଟଣା ସ୍ଥଳରେ କେନ୍ଦୁଝର ଜିଲ୍ଲା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ରିପୋର୍ଟରେ କୁହାଯାଇଛି ।
Prev Post
Next Post