pakka

କ୍ରିକେଟ୍‌ରେ ଭାରତର ପରାଜୟ ଯୋଗୁଁ ଜୀବନ ହାରିଲେ ଯୁବକ

bbehera

ଯାଜପୁର : ବିଶ୍ୱ କପ୍‌ କ୍ରିକେଟରେ ଅଷ୍ଟ୍ରେଲିଆ ଠାରୁ ଭାରତର ଅସମ୍ଭାଳ ପରାଜୟ ସାରା ଭାରତକୁ ନିରୁତ୍ସାହିତ କରି ପକାଇଥିବା ବେଳେ ଏହି ଦୁଃଖରେ ଜୀବନ ହାରି ଦେଇଛନ୍ତି ଯୁବକ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୂଳସାହିର ଦେବରଞ୍ଜନ ଦାସ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ବିଂଝାରପୁର ପୁଲିସ ଦେବରଞ୍ଜନଙ୍କର ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

fifteen + ten =

error: Content is protected !!