ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ଘାଟପାଇକ ସାହିରେ ଜଣେ ବୃଦ୍ଧାଙ୍କ ସନ୍ଦେହ ଜନକ ମୃତ ହୋଇଛି । ମୃତ ବୃଦ୍ଧା ଜଣକ ପ୍ରତିମା ଜେନା ବୋଲି ଜଣାପଡିଛି । ସେ ଗଲା ଅନେକ ବର୍ଷ ହେବ ନିଜ ଘରେ ଏକାକି ରହୁଥିବା ବେଳେ ବୁଧବାର ସକାଳେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ପୋଲିସ ଉପସ୍ଥିତିରେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଚୋରି ପରେ ଚୋର ମାନେ ବୃଦ୍ଧା ଜଣକୁ ହତ୍ୟା କରିଥିବା ସନ୍ଦେହ କରି ଥାନାରେ ଏନେଇ ଅଭିଯୋଗ ହୋଇଥିବା କୁହାଯାଇଛି ସ୍ଥାନୀୟ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାଟି ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
Next Post
