pakka

ଯୋଗର୍ସ ପାର୍କ ଓ ଚିଲ୍‌ଡ୍ରେନ ପାର୍କ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଦୋକନ କରିଥିବା ଉଠା ଦୋକନୀଙ୍କୁ ହଟାଇଲା ପୌର ଏନ୍‌ଫୋର୍ସମେଣ୍ଟ ଟିମ୍‌

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଯୋଗର୍ସ ପାର୍କ ଓ ଚିଲ୍‌ଡ୍ରେନ ପାର୍କ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଦୋକନ କରିଥିବା ଉଠା ଦୋକନୀଙ୍କୁ ହଟାଇଛି ପୌର ଏନ୍‌ଫୋର୍ସମେଣ୍ଟ ଟିମ୍‌ । ତେବେ ସେମାନଙ୍କୁ ହଟାଇବା ସହ ଜୋରିମାନା ଆଦାୟ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

pp
Leave A Reply

Your email address will not be published.

one × three =