pakka

୮ଟି ସୁନା ବିସ୍କୁଟ୍ ଜବତ

bbehera

ଭୁବନେଶ୍ୱର : ବିଶାଖାପାଟଣା ଡି.ଆର.ଆଇ ଅଧିକାରୀ ଗତ ଗୁରୁବାର କୋଲକାତାରୁ ଶ୍ରୀକାକୁଲମ ରେଳ ଷ୍ଟେସନରେ ଟ୍ରେନ ନଂ ୧୨୮୩୯ ଚେନ୍ନାଇ ମେଲ (ହାୱଡ଼ାରୁ ଚେନ୍ନାଇ)ରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ । ଉକ୍ତ ବ୍ୟକ୍ତିଙ୍କ ଟ୍ରଲି ବ୍ୟାଗର ଜିପ୍ ଲାଇନ୍ ପକେଟରୁ ୭ କେଜିରୁ ଉର୍ଦ୍ଧ୍ୱ ମୂଲ୍ୟର ୮ଟି ସୁନା ବିସ୍କୁଟ୍, ଯାହାର ମୂଲ୍ୟ ୪ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ବାଂଲାଦେଶରୁ ଏହି ସୁନା ଚୋରା ଚାଲାଣ କରାଯାଉଥିବା ସୂଚନା ମିଳିଛି । ଏହି ବ୍ୟକ୍ତି ଜଣକୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।

jay balangir
Leave A Reply

Your email address will not be published.

nineteen − 16 =

error: Content is protected !!