pakka

ଇମ୍ପେରିଆଲ କଲେଜରେ ଟେଲିଭିଜନ ଅଭିନେତ୍ରୀ ଆଲେଫିଆ କପାଡ଼ିଆ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଇମ୍ପେରିଆଲ କଲେଜରେ ପାରମ୍ପରିକ ଭାବରେ ପ୍ରତିବର୍ଷ ଭଳି ଫ୍ରେଶର୍ସ ଡେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ହିନ୍ଦୀ ଟେଲିଭିଜନ ସିରିଆଲ “ବଡେ ଅଚ୍ଛେ ଲଗତେ ହେଁ -୨”ର ଅଭିନେତ୍ରୀ ଆଲେଫିଆ କପାଡ଼ିଆ ଅନ୍‌ଲାଇନ ମାଧ୍ୟମରେ ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ କିପରି ସର୍ବୋଚ୍ଚ ସ୍ଥାନରେ ପହଞ୍ଚିପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ପରିଶେଷରେ ମିଷ୍ଟର୍ ଫ୍ରେସର ଭାବରେ ତିରଜ୍ ରାଜ ନାୟକ ଓ ମିସ୍ ଫ୍ରେସର ଭାବରେ ସାଜିଆ ସାହିନକୁ ମନୋନୀତ କରାଯାଇଥିଲା ।

Leave A Reply

Your email address will not be published.

20 − 7 =