ହେଡ଼୍‌ଫୋନ୍‌ ବ୍ୟବହାର କରୁଥିଲେ ନିଶ୍ଚୟ ପଢ଼ନ୍ତୁ : ଫ୍ରାନ୍ସର ୨୫% ଲୋକ ବଧିର

ପ୍ୟାରିସ୍ : ଆଜିକାଲି ମାର୍କେଟ୍‌ରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି । ମୋଟର ସାଇକେଲ, ଅଟୋ, ବସ୍ ହେଉ କିମ୍ବା ଟ୍ରେନ୍‌ ହେଉ, ସବୁଠାରେ ଅଧିକାଂଶ ବ୍ୟକ୍ତି ତାଙ୍କ କାନରେ ହେଡ଼୍‌ଫୋନ୍‌ କିମ୍ବା ଇୟରଫୋନ୍ ପିନ୍ଧିଥିବାର ଦେଖିବାକୁ ମିଳୁଛି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ଫ୍ରାନ୍ସରେ ଏକ ଆଶ୍ଚର୍ଯ୍ୟଜନକ ଅଧ୍ୟୟନ କରାଯାଇଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଆଣ୍ଡ ମେଡିକାଲ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ଫ୍ରାନ୍ସର ଚାରି ଜଣଙ୍କ ମଧ୍ୟରୁ ଜଣେ ଶୁଣିବାରେ ଅସୁବିଧା ଭୋଗୁଛନ୍ତି । ସେଠାରେ ଥିବା ଜନସଂଖ୍ୟାର ୨୫% ଲୋକଙ୍କର ଏପରି ସମସ୍ୟା ରହିଛି ଅର୍ଥାତ୍ ସେମାନେ ଧୀରେ ଧୀରେ ବଧିର ହୋଇଯାଉଛନ୍ତି ।

Leave A Reply

Your email address will not be published.

5 × two =

error: Content is protected !!