ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

ଢୋଙ୍କାନାଳ : ହାତୀ ଅକ୍ରମଣରେ ଗରୁତର ଅବସ୍ଥାରେ ବୃଦ୍ଧା ଡାକ୍ତର ଖାନାରେ ଭର୍ତ୍ତି । ପରଜଙ୍ଗ ଥାନା ଗେଙ୍ଗୁଟିଆ ଗାଁର କନକ ବେହେରା ଆଜି ସକାଳୁ ନିଜ ଘର ଆଗରେ ବସିଥବା ବେଳେ ହାତୀପଲ ଆସି ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଢୋଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି ।

Leave A Reply

Your email address will not be published.