om academy

ମଦ ଜବତ : ୨ ଗିରଫ

jsm

ବିନିକା : ବିନିକା ଅବକାରୀ ବିଭାଗ ଅରିଗାଁ ରାସ୍ତାରେ ଚଢ଼ଉ କରି ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଅରିଗାଁ ରାସ୍ତାରେ ମଦ ଧରି ଯାଉଥିବା ବେଳେ ମଦ ବେପାରୀ ଲବ ସେଠୀଙ୍କ ପାଖରୁ ୧୮ ଲିଟର ମଦ ଜବତ କରିଥିଲା । ଏନେଇ ଏକ ମାମଲା ରୁଜୁକରି ମଦବେପାରୀଙ୍କୁ କୋର୍ଟଚାଲାଣ କରାଯାଇଛି । ସେହିପରି ଜିଲ୍ଲା ମୋବାଇଲ୍‌ ୟୁନିଟ୍‌ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ବିନିକା ବେତ୍ରାପଡା ରାସ୍ତାରୁ ୧୩ ଲିଟର ମଦ ଜବତ କରିବା ସହ ମଣ୍ଟୁ ଗୁରୁଙ୍କୁ ଗିରଫ କରିଥିଲେ । ଏନେଇ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.