Browsing Tag

binika news

ଭାବବିହ୍ଵଳ ପରିବେଶରେ ଅରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡାଙ୍କ ଅବସରକାଳୀନ…

ସୁବର୍ଣ୍ଣପୁର/ବିନିକା, (କେପିଏନ୍‌ଏସ୍‌) : ଭାବବିହ୍ଵଳ ପରିବେଶରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସସ୍ୱ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷୟିତ୍ରୀ ନମିତା ସାହୁଙ୍କ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିନିକାରେ ବିଜ୍ଞାନ ମେଳା

ବିନିକା, (କେପିଏନ୍‌ଏସ୍‌) : ଶିକ୍ଷାବର୍ଷ ୨୦୨୬-୨୭ର ଜ୍ଞାନ ବିଜ୍ଞାନ ମେଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିନିକାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପରିଚାଳନା ସମିତି ସଭାପତି ହିମାଂଶୁ ଶେଖର ତ୍ରିପାଠୀ, ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ବଡ଼ପଣ୍ଡା, ବିଜ୍ଞାନ ଗୁରୁମା ଶ୍ରୀମତୀ
Read More...

ବିନିକା ବ୍ଲକ ସ୍ତରୀୟ ଜୁନିଅର୍ ରେଡକ୍ରସ କାଉନ୍‌ସେଲର୍ ପ୍ରଶିକ୍ଷଣ ଶିବିର ଆୟୋଜିତ

ବିନିକା, (କେପିଏନ୍‌ଏସ୍‌) : ବିନିକା ବ୍ଲକର ବ୍ରଜ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଶଙ୍କରାରେ ଆଜି ବ୍ଲକ ସ୍ତରୀୟ ଜୁନିଅର୍ ରେଡକ୍ରସ କାଉନ୍‌ସେଲର୍ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ଜୁନିୟର ରେଡକ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ
Read More...

ମିନି ବସ୍‌କୁ ଧକ୍କା ଦେଲା ହାଇୱା : ୧୬ ଯାତ୍ରୀ ଆହତ

ବିନିକା : ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ । ମିନି ବସ୍‌କୁ ଧକ୍କା ଦେଲା ହାଇୱା । ରବିବାର ବିଳମ୍ଵିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
Read More...

ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା : କାରଣ ଅସ୍ପଷ୍ଟ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ବଲ୍ଲଭ ଖେତୀଙ୍କୁ ଧାରୁଆ ଅସ୍ତ୍ରରେ ମାରି ହତ୍ୟା । ଘରକୁ ଫେରୁଥିବା ବେଳେ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ । ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି
Read More...

ବ୍ରହ୍ମାନନ୍ଦ ବେଦିକ ଏନଲାଇଟମେଣ୍ଟ ଟ୍ରଷ୍ଟ ତରଫରୁ ଆରୋଗ୍ୟ ସ୍ୱାସ୍ଥ୍ୟ ଶିବିର

ବିନିକା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ପରିସରରେ ପ୍ରଶାନ୍ତି ଟ୍ରଷ୍ଟ ସହାୟତାରେ ବ୍ରହ୍ମାନନ୍ଦ ବେଦିକ ଏନଲାଇଟମେଣ୍ଟ ଟ୍ରଷ୍ଟ ତରଫରୁ ଆରୋଗ୍ୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମାତା ବ୍ରହ୍ମାନନ୍ଦମୟୀଙ୍କ ନିର୍ଦ୍ଦେଶନା ଓ ଗୁରୁଜୀ
Read More...

ଜୋର ଧରିଲା ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି

ବିନିକା : ଜୋର ଧରିଲା ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି । ୧୯୬୪ରୁ ଚାଲୁଥିବା ଏହି ମହାବିଦ୍ୟାଳୟକୁ ୬୧ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରୀ ମାନ୍ୟତା ମିଳିପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଏମିତିରେ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ନିଯୁକ୍ତି ପାଇବେ ୯୨ ଗୃହରକ୍ଷୀ : ଜୁନ୍ ୬ ଯାଏଁ ଆବେଦନ ପତ୍ର ଦାଖଲ କରିପାରିବେ ଇଚ୍ଛୁକ…

ବିନିକା : ଆସନ୍ତା ମାସରେ ସୁବର୍ଣ୍ଣପୁର ଜିଲ୍ଲାରେ ନିଯୁକ୍ତି ପାଇବେ ୯୨ ଗୃହରକ୍ଷୀ । ୭୨ ଜଣ ପୁରୁଷ ଓ ୧୮ ଜଣ ମହିଳା ନିଯୁକ୍ତ ହେବାକୁ ଥିବାବେଳେ ମେ’ ୨୦ ତାରିଖରୁ ଜୁନ୍ ମାସ ୬ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀ କେବଳ ଅଫ୍‌ଲାଇନ୍‌ରେ ଆବେଦନ ପତ୍ର ଦାଖଲ କରିପାରିବେ । ଅନଲାଇନ୍‌ରେ
Read More...

ବ୍ରିଜ୍ ନିର୍ମାଣ ବେଳେ ଅଘଟଣ : ବିଦ୍ୟୁତ ଆଘାତରେ ଚାଲିଗଲା ଶ୍ରମିକଙ୍କ ଜୀବନ

ବିନିକା : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କପାସିରାରେ ଅଘଟଣ । ବ୍ରିଜ୍‌ ନିର୍ମାଣ କାମ କରୁଥିବା ଲାଗିଲା ବିଦ୍ୟୁତ ଝଟ୍‌କା । ଚାଲିଗଲା ଜଣେ ଶ୍ରମିକଙ୍କ ଜୀବନ । ମୃତ ଶ୍ରମିକ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଉଲ୍‌ ଗାଁର ଟଙ୍କଧର ତାର୍ଜନ ବୋଲି ଜଣାପଡିଛି । ଡୁଙ୍ଗୁରିପାଲି ଥାନା
Read More...

ସାମାନ୍ୟ କଥା କଟାକଟିରୁ ଛୁରାମାଡ଼

ବିନିକା : ଛୁରାମାଡ଼ରେ ଯୁବକ ଗୁରୁତର ହୋଇଛନ୍ତି । ସାମାନ୍ୟ କଥା କଟାକଟିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଶୁଖା ଗ୍ରାମରେ ଯୁଗଳ ତଣ୍ଡକାରଙ୍କୁ ଛୁରାମାଡ଼ କରାଯାଇଛି । ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁଗଳ ତଣ୍ଡକାରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ
Read More...