Browsing Tag

binika news

ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ରାଶି ବୃଦ୍ଧି ଦାବିରେ ଧାରଣା

ବିନିକା : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଗାଁ ସାଥୀ । ଗାଁ ସାଥୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ରାଶି ବୃଦ୍ଧି ଆଦି ଦାବି ନେଇ ଧାରଣାରେ ବସିଛନ୍ତି । ମୋହନ ସରକାର ବିରୋଧୀ ଦଳରେ ଥିବାବେଳେ ସରକାରକୁ ଆସିଲେ ଗାଁ ସାଥୀ ମାନଙ୍କୁ ସ୍ଥାୟୀ…
Read More...

ପାଣି ପାଇଁ ରାସ୍ତା ଅବରୋଧ

ବିନିକା : ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ବେଲପଡ଼ା ଛକ ନିକଟରେ କିଛି ଲୋକ ଟାୟାର ଜାଳି ପାଣି ପାଇଁ ରାସ୍ତାରୋକ କରିଛନ୍ତିି । ଯାହାଫଳରେ ଉଭୟ ପଟେ ଅନେକ ଗାଡ଼ି ଅଟକି ରହିଛି । ଖବର ଅନୁଯାୟୀ, ପାଣି ସମସ୍ୟା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଅସନ୍ତୋଷ ଥିବା ସ୍ଥାନୀୟ…
Read More...

ସିଂହିଯୁବା ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବିନିକା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ହାଇସ୍କୁଲ ସିଂହିଯୁବା ଠାରେ ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ଆହ୍ୱାନ କ୍ରମେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରେମରାଜ ପତି ଓ…
Read More...

ସିଂହିଯୁବା ହାଇସ୍କୁଲରେ ଆନ୍ତର୍ଜାତୀୟ ଆଦ୍ରଭୂମି ସଂରକ୍ଷଣ ଦିବସ ପାଳିତ

ବିନିକା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିଂହିଯୁବାଠାରେ ରବିବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ. ରବିଚନ୍ଦ୍ର ପାଶୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଆଦ୍ରଭୂମି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଗାୟତ୍ରୀ ଉଚ୍ଚ…
Read More...

ସାହିତ୍ୟ ସୁରଭି ସମ୍ମାନ – ୨୦୨୪ ପାଇଲେ ଡଃ. ରଂଜନ କୁମାର ପାଣିଗ୍ରାହୀ

ବିନିକା, (କେପିଏନ୍‌ଏସ୍‌) : ଅଭିମନ୍ୟୁ ସାମନ୍ତସିଂହାର ସାହିତ୍ୟ ସୃଜନୀ, ବଡ଼ଚଣା, ଯାଜପୁରର ତୃତୀୟ ବାର୍ଷିକ ସାରସ୍ଵତ ସମାରୋହ ସୁବର୍ଣ୍ଣପୁର ଜିଲ୍ଲାର ଐତିହାସିକ ସହର ବିନିକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଜ୍ୟସ୍ତରୀୟ ସାହିତ୍ୟ ସମାରୋହରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଅନେକ କବି ଓ…
Read More...

ସେଲେଡିରେ ନୂଆଁଖାଇ ଭେଟ୍‌ଘାଟ୍‌

ବିନିକା, (କେପିଏନ୍‌ଏସ୍) : ରୁମକୁଝୁମାନା ଏବଂ ଅଁଗରା ସାହିତ୍ୟ କୁଟୁମ୍‌ର ମିଳିତ ଆନୁକୂଲ୍ୟରେ ସେଲେଡି ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ରୁମକୁଝୁମାନାର ମୁଖ୍ୟ କବି ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଶାଶ୍ଵତ ତ୍ରିପାଠୀଙ୍କ ଆବାହକତ୍ୱରେ ଅଂଗରା ସମ୍ପାଦିକା ଗୀତାଞ୍ଜଳି…
Read More...

ଭାରସାମ୍ୟ ହରାଇ ଘରକୁ ପଶିଲା କାର : ଅଳ୍ପକେ ବର୍ତିଲେ ପରିବାର ଲୋକେ

ବିନିକା, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଘରକୁ ପଶିଲା କାର । କାର ଚାଳକ ଫେରାର ମାରିଥିବା ବେଳେ ଅଳ୍ପକେ ବର୍ତିଲେ ପରିବାର ଲୋକେ । ଆଜି ସକାଳୁ ସୋନପୁର - ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ସୋନପୁର ପଟରୁ ଦୃତଗତିରେ ଆସି ଓଡ଼ି ୩୩ ଜେଡ଼ - ୮୭୫୭ ବୋଲେନୋ କାର ସଂସାମୁରା ଗାଁର…
Read More...

ବିଷପିଇ ସ୍ତ୍ରୀ ଆତ୍ମହତ୍ୟା : ଅଭିଯୁକ୍ତ ସ୍ୱାମୀ ଗିରଫ

ବିନିକା : ସ୍ଵାମୀ ସ୍ତ୍ରୀଙ୍କ ଝଗଡାରେ ପରେ ସ୍ତ୍ରୀ ବିଷଖାଇ ଆତ୍ମହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବିନିକା ଥାନା ଅନ୍ତର୍ଗତ ବାବୁପାଲି ଗ୍ରାମର ଗୋପାଳ ସେଠ । ସୂଚନା ଯୋଗ୍ୟ ଯେ, ଚଳିତ ମାସ ଗତ ୮ ତାରିଖରେ ଗୋପାଳ ଏବଂ…
Read More...

ସିଂହିଯୁବା ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ବିନିକା, (କେପିଏନ୍‌ଏସ୍‌) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଂହିଯୁବା ହାଇସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଗଛ ଆମର ଦେବତା, ଗଛ ଆମର ମାଁ, ଗଛ ଜନ ଓ ଜଙ୍ଗଳରେ ଜୀବନ ସଂଚାରଣ କରିଥାଏ ଓ ପରିବେଶକୁ ସବୁଜିମାରେ ଭାରି ରଖିଥାଏ ବୋଲି ପ୍ରଧାନଶିକ୍ଷକ ରବିଚନ୍ଦ୍ର…
Read More...

ମଦ ଜବତ : ୨ ଗିରଫ

ବିନିକା : ବିନିକା ଅବକାରୀ ବିଭାଗ ଅରିଗାଁ ରାସ୍ତାରେ ଚଢ଼ଉ କରି ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଅରିଗାଁ ରାସ୍ତାରେ ମଦ ଧରି ଯାଉଥିବା ବେଳେ ମଦ ବେପାରୀ ଲବ ସେଠୀଙ୍କ ପାଖରୁ ୧୮ ଲିଟର ମଦ ଜବତ କରିଥିଲା । ଏନେଇ ଏକ ମାମଲା ରୁଜୁକରି ମଦବେପାରୀଙ୍କୁ କୋର୍ଟଚାଲାଣ କରାଯାଇଛି ।…
Read More...