ଡିଏନ୍‌ଏ. ଇନ୍‌ଷ୍ଟିଚ୍ୟୁଟ୍‌ର +୨ କଳା ପରୀକ୍ଷା ଫଳରେ ଉତ୍କର୍ଷତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇତିମଧ୍ୟରେ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଡିଏନ୍‌ଏ. ଇନ୍‌ଷ୍ଟିଚ୍ୟୁଟ୍‌ର ଉକ୍ରର୍ଷତା ପରିଲକ୍ଷିତ ହୋଇଛି । ଛାତ୍ରୀ ଅନନ୍ୟା ନାଗ ୮୫.୧୭% ମାର୍କ ରଖି ଡିଏନ୍‌ଏ. ଇନ୍‌ଷ୍ଟିଚ୍ୟୁଟ୍‌ର ଟପ୍ପର ହୋଇଛନ୍ତି । ତେବେ ୧୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ନେଇ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ବିନିତ ଅଗ୍ରୱାଲ୍‌ ପ୍ରକାଶ କରିଛନ୍ତି । ଏହି ଇନ୍‌ଷ୍ଟିଚ୍ୟୁଟ୍‌ ୨୦୧୮ରେ +୨ କଳା ପାଠ୍ୟକ୍ରମ ଆରମ୍ଭ କରିଥିଲା ।

Leave A Reply

Your email address will not be published.