pakka

ବଙ୍ଗୋମୁଣ୍ଡାରେ ବିଶ୍ଵ ମହିଳା ଦିବସ ପାଳିତ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ନାଏକପଡାରେ ପୂର୍ବତନ ସରପଞ୍ଚ ଜଗଦୀଶ ସୁନାଙ୍କ ନେତୃତ୍ୱରେ ବିଶ୍ୱ ମହିଳା ଦିବସ ଆୟୋଜିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ସାଧାରଣ ସମ୍ପାଦକ ଫିରୋଜ ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃଶକ୍ତି ଉପରେ ବୁଝାଇ ମାତୃ ଶକ୍ତି ହିଁ ଶ୍ରେଷ୍ଠ, ତାଙ୍କର ବଳିଦାନ ବୃହତ ରହିଥିବାବେଳେ ସୃଷ୍ଟିର ସ୍ରଷ୍ଟା ବୋଲି ବିବେଚନା କରିଥିଲେ ଓ ରାଜ୍ୟ ସରକାରଙ୍କର ମା’ମାନଙ୍କ ପ୍ରତି ରହିଥିବା ଯୋଜନା ଉପରେ ବଖାଣି ଥିଲେ । ଏଥିରେ ବହୁ ସଂଖ୍ୟାରେ ମା’ମାନେ ଯୋଗଦେଇଥିଲେ ।

jay balangir
Leave A Reply

Your email address will not be published.

twelve + one =